ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଉଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଉଟିବା   କ୍ରିୟାପଦ

ଅର୍ଥ : ପଛ ଆଡ଼କୁ ବୁଲିବା

ଉଦାହରଣ : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା

ସମକକ୍ଷ : ଫେରିବା

पीछे की ओर घूमना।

राम की पुकार सुनकर श्याम लौटा।
उलटना, घूमना, पलटना, फिरना, मुड़ना, लौटना

Turn in the opposite direction.

Twist one's head.
twist

ଅର୍ଥ : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା

ଉଦାହରଣ : ବାପା କାଲି ଦିଲ୍ଲୀରୁ ଫେରିଲେ

ସମକକ୍ଷ : ଆସିବା, ଫେରିବା, ବାହୁଡ଼ିବା

कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।

पिताजी कल ही दिल्ली से लौटे।
आना, लौटना, वापस आना