ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଟିବା   କ୍ରିୟାପଦ

ଅର୍ଥ : ଖୁବଜୋରରେ ଏକତ୍ର ମିଶେଇବା

ଉଦାହରଣ : ହୋଲି ସମୟରେ ଭାଙ୍ଗ ଘୋଳାହୁଏ

ସମକକ୍ଷ : ଘୋଳିବା, ଫେଣ୍ଟିବା, ମନ୍ଥିବା

गति देकर एक में मिलाना।

होली के समय भाँग घोटते हैं।
आलोड़न करना, आलोड़ना, घोंटना, घोटना, मथना

ଅର୍ଥ : ଚାରିପଟୁ ଘେରିଯିବା ବା ମଣ୍ଡଳାକାରରେ ରହିବା

ଉଦାହରଣ : ଆକାଶରେ ଘନ କଳାବାଦଲ ଘୋଟି ଆସିଲାଣି

ସମକକ୍ଷ : ଆଚ୍ଛାଦିତ ହେବା, ବ୍ୟାପିବା

चारों ओर से घेर लेना या मंडलाकार छा जाना।

आकाश में घने काले बादल मँडरा रहे हैं।
मँडराना, मँडलाना, मंडराना, मंडलाना, मडराना