ଅର୍ଥ : ମାଆ ବାପା ସନ୍ତାନଙ୍କୁ ଭଲ ପାଉଥିବା ଗୁଣ
ଉଦାହରଣ :
ମାଆଙ୍କ ପ୍ରତ୍ୟେକ ତାଗିଦରେ ବାତ୍ସଲ୍ୟ ଝଲକି ଉଠେ
ସମକକ୍ଷ : ବାତ୍ସଲ୍ୟ, ଶିଶୁ ପ୍ରେମ, ସଂତାନ ପ୍ରେମ
ଅର୍ଥ : ପ୍ରେମପୂର୍ବକ କରାଯାଇଥିବା ପ୍ରାର୍ଥନା
ଉଦାହରଣ :
ରାମ ଓ ଲକ୍ଷ୍ମଣ ଦୁଇଜଣ ସୂର୍ପଣଖାର ପ୍ରଣୟ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ
ସମକକ୍ଷ : ପ୍ରଣୟ