ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନେହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନେହ   ବିଶେଷ୍ୟ

ଅର୍ଥ : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର

ଉଦାହରଣ : ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି

ସମକକ୍ଷ : ପ୍ରେମ, ଶ୍ରଦ୍ଧା

बच्चों के साथ किया जानेवाला प्रेमपूर्ण व्यवहार।

अत्यधिक लाड़ से बच्चे बिगड़ जाते हैं।
दुलार, प्यार, लाड, लाड़, लाड़ प्यार, लाड़-दुलार, लाड़-प्यार, लालन

A disposition to yield to the wishes of someone.

Too much indulgence spoils a child.
indulgence, lenience, leniency

ଅର୍ଥ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ

ଉଦାହରଣ : ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା

ସମକକ୍ଷ : ପ୍ରେମ, ମମତା

अपने से छोटों, हमजोलियों आदि के प्रति हृदय में उठने वाला प्रेम।

चाचा नेहरू को बच्चों से बहुत स्नेह था।
आबंध, आबंधन, आबन्ध, आबन्धन, नेह, प्यार, प्रेम, ममता, स्नेह

A positive feeling of liking.

He had trouble expressing the affection he felt.
The child won everyone's heart.
The warmness of his welcome made us feel right at home.
affection, affectionateness, fondness, heart, philia, tenderness, warmheartedness, warmness