ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରଦ୍ଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରଦ୍ଧା   ବିଶେଷ୍ୟ

ଅର୍ଥ : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର

ଉଦାହରଣ : ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି

ସମକକ୍ଷ : ପ୍ରେମ, ସ୍ନେହ

बच्चों के साथ किया जानेवाला प्रेमपूर्ण व्यवहार।

अत्यधिक लाड़ से बच्चे बिगड़ जाते हैं।
दुलार, प्यार, लाड, लाड़, लाड़ प्यार, लाड़-दुलार, लाड़-प्यार, लालन

A disposition to yield to the wishes of someone.

Too much indulgence spoils a child.
indulgence, lenience, leniency

ଅର୍ଥ : ବୈବସ୍ୱ ମନୁଙ୍କର ପତ୍ନୀ

ଉଦାହରଣ : କାମାୟନୀଙ୍କ ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : କାମାୟନୀ

वैवस्वत मनु की पत्नी।

कामायनी का वर्णन पुराणों में मिलता है।
कामायनी, कामायिनी, श्रद्धा

An imaginary being of myth or fable.

mythical being

ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କ ମଧ୍ୟରୁ ଜଣେ ଯେ କଳା ଏବଂ ଅନୁସୁଇୟାଙ୍କ ଠାରୁ ସାନ ଥିଲେ

ଉଦାହରଣ : ଅଙ୍ଗିରା ଋଷିଙ୍କ ସହିତ ଶ୍ରଦ୍ଧାଙ୍କ ବିବାହ ହୋଇଥିଲା

कर्दम ऋषि एवं देवहूति की नौ कन्याओं में से एक जो कला और अनुसुइया से छोटी थीं।

श्रद्धा का विवाह अंगिरा ऋषि के साथ हुआ था।
श्रद्धा

An imaginary being of myth or fable.

mythical being

ଅର୍ଥ : କୌଣସି ଭଲ କାମ ବିଶେଷତଃ ଈଶ୍ୱର, ଧର୍ମ ବା ବଡ଼ ଲୋକଙ୍କ ପ୍ରତି ଆଦର ପୂର୍ଣ୍ଣ ଏବଂ ପୂଜ୍ୟ ଭାବ

ଉଦାହରଣ : ଭଗବାନଙ୍କ ପ୍ରତି ମନରେ ଶ୍ରଦ୍ଧା ରହିବା ଆବଶ୍ୟକ

ସମକକ୍ଷ : ଆଦର ଭାବ, ଆସ୍ଥା, ନିଷ୍ଠା

ईश्वर, धर्म या लोगों के प्रति आदरपूर्ण भाव।

भगवान के प्रति मन में श्रद्धा होनी चाहिए।
आदर-भाव, आदरभाव, आसथा, आस्था, ख़ुलूस, खुलूस, निष्ठा, श्रद्धा

Feelings of ardent love.

Their devotion to each other was beautiful.
devotedness, devotion