ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ମନବୃତ୍ତି କୌଣସି ଲୋକକୁ ଖୁବ୍ ଭଲଭାବି ସବୁବେଳେ ତା’ପାଖରେ ରହିବାକୁ ପ୍ରେରଣା ଦିଏ
ଉଦାହରଣ : ପ୍ରେମରେ ସ୍ୱାର୍ଥର ସ୍ଥାନ ନଥାଏ
ସମକକ୍ଷ : ଅନୁରଞ୍ଜନ, ଅନୁରାଗ, ପ୍ରେମ, ମମତ୍ତ୍ୱ
वह मनोवृत्ति जो किसी काम, चीज, बात या व्यक्ति को बहुत अच्छा, प्रशंसनीय तथा सुखद समझकर सदा उसके साथ अपना घनिष्ठ संबंध बनाये रखना चाहती है या उसके पास रहने की प्रेरणा देती है।
A strong positive emotion of regard and affection.
ଅର୍ଥ : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
ଉଦାହରଣ : କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ସମକକ୍ଷ : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ରୋଧ, କ୍ଷୋଭ, ଦାଉ, ପ୍ରତିହିଂସା, ବିଦ୍ୱେଷ, ରୋଷ
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
A strong emotion. A feeling that is oriented toward some real or supposed grievance.
ଅର୍ଥ : ଆବେଶ ବା କ୍ରୋଧଯୋଗୁଁ ପାଗଳଭଳି ହେବା ଅବସ୍ଥା ବା ଭାବ
ଉଦାହରଣ : କ୍ରୋଧ କାରଣରୁ ସେ ଯେ କୌଣସି ଲୋକକୁ ବି ଏଣୁତେଣୁ କହିଦିଏ
ସମକକ୍ଷ : କ୍ରୋଧା
आवेश या क्रोध के मारे पागल होने की अवस्था या भाव।
State of violent mental agitation.
ଅର୍ଥ : ସଙ୍ଗୀତରେ ସ୍ୱରର ବିଶେଷ ପ୍ରକାର ଏବଂ କ୍ରମ ନିର୍ଧାରିତ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଗୀତର ଶୈଳୀ
ଉଦାହରଣ : ଭାରତୀୟ ସଙ୍ଗୀତରେ ଛଅଟି ରାଗ ସ୍ୱୀକୃତ
संगीत में स्वरों के विशेष प्रकार और क्रम में निश्चित योजना से बना हुआ गीत का ढाँचा।
Any of various fixed orders of the various diatonic notes within an octave.
ସଂସ୍ଥାପନ କରନ୍ତୁ