ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୀତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୀତି   ବିଶେଷ୍ୟ

ଅର୍ଥ : କାମଦେବଙ୍କ ଦ୍ୱିତୀୟ ପତ୍ନୀ ତଥା ରତିଙ୍କ ସଉତୁଣୀ

ଉଦାହରଣ : କାମଦେବ ପ୍ରୀତିଙ୍କ ଠାରୁ ରତିଙ୍କର ଅଧିକ ପ୍ରିୟ ଥିଲେ

ସମକକ୍ଷ : କାମଦେବୀ

कामदेव की दूसरी पत्नी।

कामदेव प्रीति से ज्यादा रति के प्रिय थे।
कामदेवी, प्रीति

A female deity.

goddess

ଅର୍ଥ : ରୂପ, ଗୁଣ, ସାନ୍ନିଧ୍ୟ, ବା କାମବାସନା କାରଣରୁ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଥିବା ପାରସ୍ପାରିକ ସଂପର୍କ

ଉଦାହରଣ : କେଦାର ଗୌରୀଙ୍କ ପ୍ରେମ ଅମର ହୋଇ ରହିଛି

ସମକକ୍ଷ : ପ୍ରଣୟ, ପ୍ରେମ

स्त्री और पुरुष जाति के प्राणियों के बीच का पारस्परिक स्नेह जो बहुधा रूप, गुण, सान्निध्य या कामवासना के कारण होता है।

हीर राँझा, शिरी फरहाद, ढोला मारू आदि का प्रेम अमर हो गया है।
असनायी, आशनाई, इश्क, इश्क़, इसक, दिल्लगी, प्यार, प्रणय, प्रीति, प्रेम, मुहब्बत, मोह

A deep feeling of sexual desire and attraction.

Their love left them indifferent to their surroundings.
She was his first love.
erotic love, love, sexual love