ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସ୍ତୁତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସ୍ତୁତି   ବିଶେଷ୍ୟ

ଅର୍ଥ : ତିଆରି କରିବାର କାମ

ଉଦାହରଣ : ଘରର ତିଆରି ଆରମ୍ଭ ହୋଇଛି

ସମକକ୍ଷ : ତିଆରି, ନିର୍ମାଣ, ପ୍ରସ୍ତୁତିକରଣ

बाँधने या बनाने का काम।

घर की बँधाई शुरू है।
बँधाई, बनाना, बाँधना, बांधना

The act of constructing something.

During the construction we had to take a detour.
His hobby was the building of boats.
building, construction

ଅର୍ଥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ

ଉଦାହରଣ : ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି

ସମକକ୍ଷ : ଉପକ୍ରମ, ତିଆରି

कोई विशेष कार्य आरंभ करने के पहले किया जाने वाला काम।

सीमा की शादी की तैयारी बड़े ज़ोरों से चल रही है।
उपक्रम, तैयारी, संभार, समायोग, सम्भार

The activity of putting or setting in order in advance of some act or purpose.

Preparations for the ceremony had begun.
preparation, readying

ଅର୍ଥ : ପ୍ରସ୍ତୁତ କରିବା କ୍ରିୟା

ଉଦାହରଣ : ସେ ନିଜର ଉଚ୍ଚ ବିଚାରଗୁଡ଼ିକର ପ୍ରସ୍ତୁତିକରଣ ଏହି ଲେଖା ମାଧ୍ୟମରେ କରିଛନ୍ତି ମଞ୍ଚ ଉପରେ କବିମାନେ ରଚନାଗୁଡ଼ିକର ପ୍ରସ୍ତୁତିକରଣ ନିଜ ନିଜ ଢଙ୍ଗରେ କଲେ

ସମକକ୍ଷ : ପ୍ରସ୍ତୁତିକରଣ

प्रस्तुत करने की क्रिया।

उसने अपने उच्च विचारों का प्रस्तुतीकरण इस लेख के माध्यम से किया है।
मंच पर कवियों ने अपनी-अपनी रचनाओं का प्रस्तुतीकरण अपने-अपने ढंग से किया।
प्रस्तुति, प्रस्तुतीकरण