ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିଆରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିଆରି   ବିଶେଷ୍ୟ

ଅର୍ଥ : ତିଆରି କରିବାର କାମ

ଉଦାହରଣ : ଘରର ତିଆରି ଆରମ୍ଭ ହୋଇଛି

ସମକକ୍ଷ : ନିର୍ମାଣ, ପ୍ରସ୍ତୁତି, ପ୍ରସ୍ତୁତିକରଣ

बाँधने या बनाने का काम।

घर की बँधाई शुरू है।
बँधाई, बनाना, बाँधना, बांधना

The act of constructing something.

During the construction we had to take a detour.
His hobby was the building of boats.
building, construction

ଅର୍ଥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ

ଉଦାହରଣ : ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି

ସମକକ୍ଷ : ଉପକ୍ରମ, ପ୍ରସ୍ତୁତି

कोई विशेष कार्य आरंभ करने के पहले किया जाने वाला काम।

सीमा की शादी की तैयारी बड़े ज़ोरों से चल रही है।
उपक्रम, तैयारी, संभार, समायोग, सम्भार

The activity of putting or setting in order in advance of some act or purpose.

Preparations for the ceremony had begun.
preparation, readying

ଅର୍ଥ : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ

ଉଦାହରଣ : ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି

ସମକକ୍ଷ : ଉତ୍ପାଦନ, ଉତ୍ପାଦ୍ୟ

ऐसी चीज़ जिसे किसी व्यक्ति ने बनाई हो या जो किसी प्रक्रिया या यंत्रों आदि द्वारा बनी हो।

आजकल हर कंपनी बाज़ार में अपने नए-नए उत्पाद उतार रही है।
उगत, उत्पाद, उपज, प्रोडक्ट

An artifact that has been created by someone or some process.

They improve their product every year.
They export most of their agricultural production.
product, production

ତିଆରି   ବିଶେଷଣ

ଅର୍ଥ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି

ଉଦାହରଣ : ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା

ସମକକ୍ଷ : ଗଢ଼ା, ନିର୍ମାଣ

जिसे गढ़ कर कोई आकार दिया गया हो।

सीता ने बाजार से मिट्टी से गढ़ी गणेश की एक मूर्ति खरीदी।
आकार प्रदत्त, आरूपित, गढ़ा

Shaped to fit by or as if by altering the contours of a pliable mass (as by work or effort).

A shaped handgrip.
The molded steel plates.
The wrought silver bracelet.
molded, shaped, wrought