ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପକ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପକ୍ରମ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ

ଉଦାହରଣ : ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି

ସମକକ୍ଷ : ତିଆରି, ପ୍ରସ୍ତୁତି

कोई विशेष कार्य आरंभ करने के पहले किया जाने वाला काम।

सीमा की शादी की तैयारी बड़े ज़ोरों से चल रही है।
उपक्रम, तैयारी, संभार, समायोग, सम्भार

The activity of putting or setting in order in advance of some act or purpose.

Preparations for the ceremony had begun.
preparation, readying

ଅର୍ଥ : କାର୍ଯ୍ୟର ଆରମ୍ଭ

ଉଦାହରଣ : ଏହି କାର୍ଯ୍ୟର ଅନୁକୂଳ କେବେ ହେବ ?

ସମକକ୍ଷ : ଅନୁକୂଳ

कार्य का आरम्भ।

इस कार्य का अनुष्ठान कौन करेगा?
अनुष्ठान, आचरण, उपक्रम

The act of starting something.

He was responsible for the beginning of negotiations.
beginning, commencement, start

ଅର୍ଥ : କୈଣସି ଏଭଳି କାମର ଆରମ୍ଭ ଯାହାର ପ୍ରତିକାରରେ କିଛି କରିବାର ସଂଭାବନା ଥାଏ

ଉଦାହରଣ : ରାଜା ରାମମୋହନ ରାୟ ବିଧବା ବିବାହର ସୂତ୍ରପାତ କରିଥିଲେ

ସମକକ୍ଷ : ସୂତ୍ରପାତ

किसी ऐसे काम का आरम्भ जिसके प्रतिकार में कुछ किए जाने की संभावना हो।

राजा राममोहन राय ने विधवा-विवाह की पहल की।
पहल, पहलकदमी, पहलक़दमी

The first of a series of actions.

first step, initiative, opening, opening move