ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତିଆରି କରିବାର କାମ
ଉଦାହରଣ : ଘରର ତିଆରି ଆରମ୍ଭ ହୋଇଛି
ସମକକ୍ଷ : ତିଆରି, ପ୍ରସ୍ତୁତି, ପ୍ରସ୍ତୁତିକରଣ
बाँधने या बनाने का काम।
The act of constructing something.
ଅର୍ଥ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ଉଦାହରଣ : ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
ସମକକ୍ଷ : ଅଧିସ୍ଥାପନା, ଗଠନ, ସଂସ୍ଥାପନା, ସ୍ଥାପନା
संस्था या मंडली आदि बनाने का कार्य।
ଅର୍ଥ : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
ଉଦାହରଣ : ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
ସମକକ୍ଷ : ରଚନା, ସୃଜନ
रचने या बनाने की क्रिया या भाव।
The human act of creating.
ଅର୍ଥ : ଗଢ଼ିବାର କାମ
ଉଦାହରଣ : ଅନେକ ମୂର୍ତ୍ତି ନିର୍ମାଣ ହୋଇଛି
ସମକକ୍ଷ : ଗଠନ
गढ़ने का काम।
ଅର୍ଥ : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
ଉଦାହରଣ : ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
ସମକକ୍ଷ : ଗଠନ, ପ୍ରଣୟନ, ବିନ୍ୟାସ, ରଚନା
लोगों या वस्तुओं की व्यवस्था या क्रम जो एक इकाई के रूप में हो।
An arrangement of people or things acting as a unit.
ଅର୍ଥ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
ଉଦାହରଣ : ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
ସମକକ୍ଷ : ଗଢ଼ା, ତିଆରି
जिसे गढ़ कर कोई आकार दिया गया हो।
Shaped to fit by or as if by altering the contours of a pliable mass (as by work or effort).
ସଂସ୍ଥାପନ କରନ୍ତୁ