ଅର୍ଥ : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
ଉଦାହରଣ :
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
ସମକକ୍ଷ : ଚାପ
ଅର୍ଥ : ଶକ୍ତି, ସମ୍ମାନ, ଭୟ, ଆତଙ୍କ ବା କିଛି ବିଶେଷ ଘଟଣା ମାଧ୍ୟମରେ ମିଳିଥିବା ପ୍ରସିଦ୍ଧି
ଉଦାହରଣ :
ଏହି ଅଞ୍ଚଳରେ ଜମିଦାରଙ୍କର ଭଲ ପ୍ରଭାବ ଅଛି
ସମକକ୍ଷ : ନାମ
ଅର୍ଥ : ସୁଗ୍ରୀବଙ୍କ ମନ୍ତ୍ରୀ
ଉଦାହରଣ :
ପ୍ରଭାବଙ୍କ ବର୍ଣ୍ଣନା ରାମାୟଣରେ ମିଳେ
ଅର୍ଥ : ପ୍ରଭାବଶାଳୀ ହେବାର ଅବସ୍ଥା ବା ଭାବ
ଉଦାହରଣ :
ପ୍ରଭାବଶାଳିତା ବଳରେ ତାଙ୍କୁ ଏହି ଚାକିରି ମିଳିଲା
ସମକକ୍ଷ : ପ୍ରଭାବବତ୍ତା, ପ୍ରଭାବଶାଳିତା
ଅର୍ଥ : ସୂର୍ଯ୍ୟଦେବଙ୍କ ଜଣେ ପୁତ୍ର
ଉଦାହରଣ :
ପ୍ରଭାବଙ୍କ ବର୍ଣ୍ଣନା ପୁରାଣରେ ମିଳେ