ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାପ   ବିଶେଷ୍ୟ

ଅର୍ଥ : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍

ଉଦାହରଣ : ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା

ସମକକ୍ଷ : ପ୍ରଭାବ

दबाने की क्रिया के फलस्वरूप उत्पन्न बल या जोर।

पानी के अत्यधिक दबाव के कारण बाँध टूट गया।
उनका रक्त चाप बहुत बढ़ गया है।
चाँप, चाप, दबाव, दाब

The force used in pushing.

The push of the water on the walls of the tank.
The thrust of the jet engines.
push, thrust

ଅର୍ଥ : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ

ଉଦାହରଣ : ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା

ସମକକ୍ଷ : କୋଦଣ୍ଡ, ଧନୁ

बाँस या लोहे आदि की छड़ को कुछ झुकाकर उसके दोनों सिरों के बीच डोरी बाँधकर बनाया हुआ अस्त्र, जिससे तीर चलाते हैं।

शिकारी ने धनुष से निशाना साधा और शेर को ढेर कर दिया।
कमान, कोडंड, कोदंड, चाँप, चाप, तुजीह, धनक, धनु, धनुष, धन्व, धन्वा, धरम, धर्म, बाँक, शरायुध, शरासन

ଅର୍ଥ : ବୃତ୍ତର ପରିଧିର କୌଣସି ଭାଗ

ଉଦାହରଣ : ଗଣିତ ଶ୍ରେଣୀରେ ଶିକ୍ଷକ ଚାପ ଓ ପରିଧି ବିଷୟରେ କହୁଥିଲେ

वृत्त की परिधि का कोई भाग।

गणित की कक्षा में गुरुजी चाप और परिधि के बारे में बता रहे हैं।
चाँप, चाप

A continuous portion of a circle.

arc

ଅର୍ଥ : କୌଣସି ପୃଷ୍ଠର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପଡ଼ୁଥିବା ଚାପ

ଉଦାହରଣ : ବାୟୁମଣ୍ଡଳର ଚାପ ମାପିବାପାଇଁ ଚାପମାପକ ଯନ୍ତ୍ର ବ୍ୟବହାର କରାଯାଏ

किसी सतह के ईकाई क्षेत्रफल पर लगने वाला बल।

वायुमंडल का दबाव नापने के लिए दाबमापी यंत्र का प्रयोग किया जाता है।
दबाव, दाब

ଅର୍ଥ : ଅଙ୍ଗଗୁଡ଼ିକୁ ଘେରି ରହିଥିବା ବା ସେଗୁଡ଼ିକୁ ସୁରକ୍ଷା ଦେଉଥିବା ଏକ ହାଡ଼ଯୁକ୍ତ ବକ୍ର ଶାରୀରିକ ଗଠନ

ଉଦାହରଣ : ଚାପ ବିଶେଷକରି ପାଦ ଭିତରେ ଥାଏ

* एक वक्र हड्डीदार शारीरिक संरचना जो अंगों को घेरे रहती है या उनको सहारा देती है।

चाप विशेषकर पैरों के अंदर होती है।
चाप

A curved bony structure supporting or enclosing organs (especially the inner sides of the feet).

arch