ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଥମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଥମ   ବିଶେଷ୍ୟ

ଅର୍ଥ : ପ୍ରଥମ ଶ୍ରେଣୀ

ଉଦାହରଣ : ରାମ ପ୍ରଥମରେ ପଢ଼ୁଛି

ସମକକ୍ଷ : ପ୍ରଥମ ଶ୍ରେଣୀ

ଅର୍ଥ : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି

ଉଦାହରଣ : ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆ‌ମେ ପ୍ରଥମରେ ହିଁ ହାରିଗଲୁ

* कार्यों की श्रृंखला में से पहला।

सात मैचों की श्रृंखला में से हम पहला ही हार गए।
1ला, पहला, १ला

The first of a series of actions.

first step, initiative, opening, opening move

ପ୍ରଥମ   କ୍ରିୟା ବିଶେଷଣ

ଅର୍ଥ : ପ୍ରଥମ ଥର

ଉଦାହରଣ : ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା

ସମକକ୍ଷ : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ

ପ୍ରଥମ   ବିଶେଷଣ

ଅର୍ଥ : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା

ଉଦାହରଣ : ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ

ସମକକ୍ଷ : ପୋରୁହାଁ, ପଢ଼ୁଆଁ

किसी स्त्री के गर्भ से पहले-पहल उत्पन्न।

उसका पहलौठा लड़का बड़ा होनहार है।
पहलौंठा, पहलौटा, पहलौठा

First in order of birth.

The firstborn child.
eldest, firstborn

ଅର୍ଥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର

ଉଦାହରଣ : ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା

ସମକକ୍ଷ : ପୁରୁଣା, ପୂର୍ବ

समय या क्रम की दृष्टि से पहले का या जो वर्तमान में न हो।

पूर्व भारत और आज के भारत में काफी अंतर है।
मेरा पिछला घर बड़ा था।
1ला, उत्तर, पहला, पहले का, पाछिल, पिछला, पुराना, पूर्व, पूर्ववर्ती, विगत, १ला

Belonging to some prior time.

Erstwhile friend.
Our former glory.
The once capital of the state.
Her quondam lover.
erstwhile, former, old, one-time, onetime, quondam, sometime

ଅର୍ଥ : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା

ଉଦାହରଣ : ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ

ସମକକ୍ଷ : ୧ନଂ

गिनती में सबसे पहले आने वाला।

जवाहर लाल नेहरू भारत के पहले प्रधानमंत्री थे।
1ला, अगला, अव्वल, इकटा, औवल, औव्वल, पहला, पहिला, प्रथम, १ला

Indicating the beginning unit in a series.

1st, first