ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋରୁହାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋରୁହାଁ   ବିଶେଷ୍ୟ

ଅର୍ଥ : ନୂଆ ପ୍ରସବ କରିଥିବା ଗାଈ

ଉଦାହରଣ : ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି

ସମକକ୍ଷ : କଅଁଳ, କଷି

नई ब्याई गाय।

गोपाल ने अपने छोटे बच्चे को दूध पिलाने के लिए एक लवाई खरीदी।
लवाई, लुनाई

Female of domestic cattle:.

`moo-cow' is a child's term.
cow, moo-cow

ପୋରୁହାଁ   ବିଶେଷଣ

ଅର୍ଥ : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା

ଉଦାହରଣ : ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ

ସମକକ୍ଷ : ପ୍ରଥମ, ପଢ଼ୁଆଁ

किसी स्त्री के गर्भ से पहले-पहल उत्पन्न।

उसका पहलौठा लड़का बड़ा होनहार है।
पहलौंठा, पहलौटा, पहलौठा

First in order of birth.

The firstborn child.
eldest, firstborn