ଅର୍ଥ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
ଉଦାହରଣ :
ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
ସମକକ୍ଷ : ପୂର୍ବକାଳର, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ
ଅର୍ଥ : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
ଉଦାହରଣ :
ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
ସମକକ୍ଷ : ପୁରାତନ, ପୂର୍ବକାଳର, ପୂର୍ବକାଳୀନ, ପ୍ରାଚୀନ
ଅର୍ଥ : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
ଉଦାହରଣ :
ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
ସମକକ୍ଷ : ଚିରାଫଟା, ଜୀର୍ଣ୍ଣ ଶୀର୍ଣ୍ଣ