ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବ   ବିଶେଷ୍ୟ

ଅର୍ଥ : ଏସିଆର ଦେଶ

ଉଦାହରଣ : ସେ ସମୟ ମଧ୍ୟ ଆସିବ ଯେତେବେଳେ ଭାରତ ପୂର୍ବରେ ପ୍ରତିନିଧିତ୍ୱ କରିବ

ସମକକ୍ଷ : ପୂର୍ବରାଷ୍ଟ୍ର

* एशिया के देश।

वह समय भी आएगा जब भारत पूर्वी देशों का प्रतिनिधित्व करेगा।
ईस्ट, एशियाई देश, एशियाई राष्ट्र, पूर्व, पूर्वी देश, पूर्वी राष्ट्र

The countries of Asia.

east, orient

ଅର୍ଥ : ସୂର୍ଯ୍ୟ ଉଦୟ ହେଉଥିବା ଦିଗ

ଉଦାହରଣ : ଭାରତର ପୂର୍ବରେ ବଙ୍ଗୋପସାଗର

ସମକକ୍ଷ : ପୂର୍ବ କୋଣ, ପୂର୍ବ ଦିଗ, ପୂର୍ବ ଦିଶା

वह दिशा जहाँ से सूर्य निकलता है।

भारत के पूर्व में बंगाल की खाड़ी है।
आगमना, उगमन, जुहु, पूरब, पूर्व, पूर्व दिशा, प्राची, माघवती

The cardinal compass point that is at 90 degrees.

due east, e, east, eastward

ଅର୍ଥ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ନବେ ଡିଗ୍ରୀ ଉପରେ ହୋଇଥାଏ

ଉଦାହରଣ : ପୂର୍ବ ସର୍ବଦା ପୂର୍ବ ଦିଗଆଡ଼କୁ ହିଁ ହୋଇଥାଏ

* दिक्सूचक-यंत्र का वह प्रधान बिन्दु जो नब्बे डिग्री पर होता है।

पूर्व हमेशा पूर्व दिशा की ओर ही होता है।
पूरब, पूर्व

The cardinal compass point that is at 90 degrees.

due east, e, east, eastward

ପୂର୍ବ   ବିଶେଷଣ

ଅର୍ଥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର

ଉଦାହରଣ : ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା

ସମକକ୍ଷ : ପୁରୁଣା, ପ୍ରଥମ

समय या क्रम की दृष्टि से पहले का या जो वर्तमान में न हो।

पूर्व भारत और आज के भारत में काफी अंतर है।
मेरा पिछला घर बड़ा था।
1ला, उत्तर, पहला, पहले का, पाछिल, पिछला, पुराना, पूर्व, पूर्ववर्ती, विगत, १ला

Belonging to some prior time.

Erstwhile friend.
Our former glory.
The once capital of the state.
Her quondam lover.
erstwhile, former, old, one-time, onetime, quondam, sometime

ଅର୍ଥ : ଯାହା ବିତିଯାଇଛି

ଉଦାହରଣ : ଅତୀତକାଳରେ ନାଳନ୍ଦା ବିଶ୍ୱର ଶିକ୍ଷାକେନ୍ଦ୍ର ଥିଲା

ସମକକ୍ଷ : ଅତୀତ, ଗତ, ପୁରୁଣା, ବିଗତ, ବିତି ଯାଇଥିବା, ଭୂତ

बीता हुआ।

अतीत काल में नालंदा विश्व शिक्षा का केन्द्र था।
अतीत, अपेत, अर्दित, अवर्तमान, अवर्त्तमान, गत, गया, गुजरा, गुज़रा, पिछला, पुराना, बीता, भूत, विगत, व्यतीत

ଅର୍ଥ : କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି

ଉଦାହରଣ : ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ

ସମକକ୍ଷ : ପୂର୍ବତନ, ଭୂତପୂର୍ବ

जो पहले किसी कारण से उस पद पर रह चुका हो,पर अब किसी कारण से उस पद पर न हो।

आज की सभा में कई भूतपूर्व मंत्री भी भाग लेंगे।
अयथापूर्व, पूर्व, पूर्ववर्ती, भूतपूर्व

(used especially of persons) of the immediate past.

The former president.
Our late President is still very active.
The previous occupant of the White House.
former, late, previous