ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
ଉଦାହରଣ : ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
ସମକକ୍ଷ : ପୁରୁଣା, ପୂର୍ବକାଳର, ପୂର୍ବଦିନର, ପ୍ରାଚୀନ
इस समय से पहले का या जो पूर्व काल से संबंधित हो।
Belonging to some prior time.
ଅର୍ଥ : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
ଉଦାହରଣ : ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
ସମକକ୍ଷ : ପୁରାତନ, ପୁରୁଣା, ପୂର୍ବକାଳର, ପ୍ରାଚୀନ
जिसे हुए या बने बहुत दिन हो गये हों।
Very old.
ସଂସ୍ଥାପନ କରନ୍ତୁ