ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହାଡ଼   ବିଶେଷ୍ୟ

ଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

ଉଦାହରଣ : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

ସମକକ୍ଷ : ଅଚଳ, ଗିରି, ପର୍ବତ, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର

A land mass that projects well above its surroundings. Higher than a hill.

mount, mountain

ଅର୍ଥ : ଆକାରରେ ଛୋଟ ହୋଇଥିବା ପର୍ବତ

ଉଦାହରଣ : ଦୌଡ଼ାଳି ଦୌଡ଼ୁଦୌଡ଼ୁ ପାହାଡ଼ ଉପରେ ଚଢ଼ିଗଲା

ସମକକ୍ଷ : ଛୋଟ ପର୍ବତ, ମୁଣ୍ଡିଆ, ଶିଖରୀ

वह पर्वत जो आकार में छोटा हो।

धावक दौड़ते हुए पहाड़ी पर चढ़ गया।
उपगिरि, छोटा पर्वत, टेकड़, टेकड़ी, टेकर, टेकरा, टेकरी, पहाड़ी, प्रतिगिरी, शिखरी

A local and well-defined elevation of the land.

They loved to roam the hills of West Virginia.
hill