ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିରି   ବିଶେଷ୍ୟ

ଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

ଉଦାହରଣ : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

ସମକକ୍ଷ : ଅଚଳ, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର

A land mass that projects well above its surroundings. Higher than a hill.

mount, mountain

ଅର୍ଥ : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ

ଉଦାହରଣ : ଗିରି ସଂନ୍ୟାସୀ ଜ୍ୟୋତିର୍ମଠରେ ରହନ୍ତି

ସମକକ୍ଷ : ଗିରି ସଂନ୍ୟାସୀ

दशनामी संन्यासियों का एक भेद।

गिरि ज्योतिर्मठ में रहते हैं।
गिरि, गिरि संन्यासी