ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଖରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଖରୀ   ବିଶେଷ୍ୟ

ଅର୍ଥ : ରାମାୟଣରେ ବର୍ଣ୍ଣନା କରାଯାଇଥିବା ଗୋଟିଏ ପୌରାଣିକ ଗଦା

ଉଦାହରଣ : ବିଶ୍ୱାମିତ୍ର ରାମଙ୍କୁ ଶିଖରାଗଦା ପ୍ରଦାନ କରିଥିଲେ

ସମକକ୍ଷ : ଶିଖରା, ଶିଖରାଗଦା

एक पौराणिक गदा जिसका वर्णन रामायण में है।

विश्वामित्र ने राम को शिखरा प्रदान की थी।
शिखरा, शिखरी

ଅର୍ଥ : ଆକାରରେ ଛୋଟ ହୋଇଥିବା ପର୍ବତ

ଉଦାହରଣ : ଦୌଡ଼ାଳି ଦୌଡ଼ୁଦୌଡ଼ୁ ପାହାଡ଼ ଉପରେ ଚଢ଼ିଗଲା

ସମକକ୍ଷ : ଛୋଟ ପର୍ବତ, ପାହାଡ଼, ମୁଣ୍ଡିଆ

वह पर्वत जो आकार में छोटा हो।

धावक दौड़ते हुए पहाड़ी पर चढ़ गया।
उपगिरि, छोटा पर्वत, टेकड़, टेकड़ी, टेकर, टेकरा, टेकरी, पहाड़ी, प्रतिगिरी, शिखरी

A local and well-defined elevation of the land.

They loved to roam the hills of West Virginia.
hill