ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାବର   ବିଶେଷ୍ୟ

ଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

ଉଦାହରଣ : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

ସମକକ୍ଷ : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ

A land mass that projects well above its surroundings. Higher than a hill.

mount, mountain

ସ୍ଥାବର   ବିଶେଷଣ

ଅର୍ଥ : ଯେଉଁ ସମ୍ପତ୍ତିକୁ ଗୋଟିଏ ଜାଗାରୁ ଉଠାଇ ଅନ୍ୟ ଜାଗାକୁ ନିଆଯାଇପାରିବ ନାହିଁ

ଉଦାହରଣ : ସେ ନିଜର ସବୁ ଅଚଳ ସମ୍ପତ୍ତି ବିକ୍ରି କରିଦେଲେ

ସମକକ୍ଷ : ଅଚଳ

(सम्पत्ति) जिसे एक स्थान से उठाकर दूसरे स्थान पर न ले जा सकें।

उसने अपनी सारी अचल सम्पत्ति बेच दी।
अचल, गैरमनकूला, स्थावर

(of property) fixed or immovable.

Real property consists of land and buildings.
real