ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହୀଧର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହୀଧର   ବିଶେଷ୍ୟ

ଅର୍ଥ : ପୁରାଣ ଅନୁସାରେ ହଜାରେ ଫଣାଧାରୀ ସେହି ନାଗ ଯାହାଙ୍କ ଫଣା ଉପରେ ଏହି ପୃଥିବୀ ତିଷ୍ଠି ରହିଛି

ଉଦାହରଣ : ଶେଷନାଗଙ୍କୁ ହିନ୍ଦୁମାନଙ୍କର ଗୋଟିଏ ଦେବତା ବୋଲି ବିଚାର କରାଯାଏ

ସମକକ୍ଷ : ଧରଣୀଧର, ଶେଷନାଗ, ସହସ୍ରଫଣି

पुराणों के अनुसार हजार फनों वाला वह नाग जिसके फनों पर यह पृथ्वी ठहरी हुई है।

शेषनाग हिन्दुओं के एक देवता माने जाते हैं।
अनंतदेव, अनंतशीर्ष, अनन्तदेव, अनन्तशीर्ष, अहिनाह, अहिपति, अहीश, आलुक, धरणीधर, धराधार, नागराज, नागाधिप, नागेश, फणींद्र, फणीन्द्र, फनिंद, भूमिधर, महिधर, शेष, शेष सर्प, शेषनाग, सर्पराज, सहस्त्रानन

An imaginary being of myth or fable.

mythical being

ଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

ଉଦାହରଣ : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

ସମକକ୍ଷ : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର

A land mass that projects well above its surroundings. Higher than a hill.

mount, mountain