ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୌଷେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୌଷେୟ   ବିଶେଷ୍ୟ

ଅର୍ଥ : ରେଶମରୁ ତିଆରି ହୋଉଥିବା ବସ୍ତ୍ର

ଉଦାହରଣ : ନୃତ୍ୟାଙ୍ଗନା ରେଶମୀ ବସ୍ତ୍ର ପିନ୍ଧି ନୃତ୍ୟ କରୁଛନ୍ତି

ସମକକ୍ଷ : ପାଟ, ରେଶମୀ ବସ୍ତ୍ର

रेशम से बना हुआ वस्त्र।

नृत्यांगना रेशमी वस्त्र पहनकर नृत्य कर रही है।
अंशुक, कौषेय, पाटंबर, पाटम्बर, रेशमी वस्त्र

A fabric made from the fine threads produced by certain insect larvae.

silk