ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
ଉଦାହରଣ : ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
ସମକକ୍ଷ : ପାଟ, ମକୁଟା, ମଠା
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ଅର୍ଥ : ଏକ ପ୍ରକାର ଶସ୍ତା ଟାଣ ଓ ମୋଟା କନା
ଉଦାହରଣ : ଟସର ନାମକ ରେଶମରୁ ଟସର ପ୍ରସ୍ତୁତ କରାଯାଏ
एक प्रकार का रेशमी, कड़ा और मोटा कपड़ा।
ଅର୍ଥ : ଏକ ପ୍ରକାରର ନିକୃଷ୍ଟ କଠିନ ଏବଂ ମୋଟା ରେଶମ
ଉଦାହରଣ : ଟସରରୁ ଶାଢ଼ି, ଜାମା ଆଦି ତିଆରି ହୁଏ
ସମକକ୍ଷ : ତସର
एक प्रकार का कड़ा और मोटा रेशम।
Oriental moth that produces brownish silk.
ଅର୍ଥ : ରେଶମ ପୋକ
ଉଦାହରଣ : ରେଶମ ପ୍ରସ୍ତୁତ କରିବା ଲାଗି ରେଶମ ପୋକକୁ କୋଷ ସହିତ ଗରମପାଣିରେ ଫୁଟାଇଦିଆଯାଏ
ସମକକ୍ଷ : ରେଶମ ପୋକ
रेशम का कीड़ा।
ସଂସ୍ଥାପନ କରନ୍ତୁ