ଅର୍ଥ : ଭିଡ଼ ହେତୁରୁ ବା ଅନ୍ୟ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ ଧକ୍କାଦେବା ବା ଠେଲିବା କାର୍ଯ୍ୟ
ଉଦାହରଣ :
ଠେଲାପେଲା ନକରି ଆପଣମାନେ ଆରାମରେ ଧାଡ଼ିରେ ଛିଡା ହୁଅନ୍ତୁ
ସମକକ୍ଷ : ଠେଲାଠେଲି, ଧକ୍କାଧକ୍କି, ପେଲାପେଲି
ଅର୍ଥ : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
ଉଦାହରଣ :
ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
ସମକକ୍ଷ : ପାଟିତୁଣ୍ଡ, ବାକବିତଣ୍ଡା