ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀକ୍ଷକ   ବିଶେଷ୍ୟ

ଅର୍ଥ : ପରଖ କରିପାରୁଥିବା ବା ଚିହ୍ନିପାରୁଥିବା ଲୋକ

ଉଦାହରଣ : ସେ ଜଣେ କୁଶଳ ପରୀକ୍ଷକ, ଯେ କୌଣସି ଜିନିଷକୁ ସେ ଚିହ୍ନି ପାରନ୍ତି

ସମକକ୍ଷ : ପରଖକାର, ପରଖାଳି

परख या पहचान रखनेवाला।

वह एक कुशल पारखी है,किसी भी चीज की पहचान कर लेता है।
परखैया, पारख, पारखी

ଅର୍ଥ : ଯେ ଯାଞ୍ଚ କରନ୍ତି

ଉଦାହରଣ : ଯାଞ୍ଚକର୍ତ୍ତାଙ୍କ ଅନୁପସ୍ଥିତିଯୋଗୁଁ ମୋ ପ୍ରମାଣପତ୍ରଗୁଡ଼ିକର ନକଲ ଯାଞ୍ଚ ହୋଇପାରିଲା ନାହିଁ

ସମକକ୍ଷ : ଯାଞ୍ଚକର୍ତ୍ତା

वह जो सत्यापन करे।

सत्यापक के अभाव में मेरे प्रमाण-पत्रों की प्रतियों का सत्यापन नहीं हुआ है।
सत्यापक

Someone who vouches for another or for the correctness of a statement.

verifier, voucher

ଅର୍ଥ : ଯାଞ୍ଚ କରୁଥିବା ବ୍ୟକ୍ତି

ଉଦାହରଣ : ଯାଞ୍ଚକର୍ତ୍ତା ଉତ୍ତରପୁସ୍ତିକାକୁ ଯାଞ୍ଚ କରୁଛନ୍ତି

ସମକକ୍ଷ : ଯାଂଚକର୍ତ୍ତା, ଯାଞ୍ଚକର୍ତ୍ତା

जाँच करने वाला व्यक्ति।

जाँचकर्ता उत्तरपुस्तिका की जाँच कर रहे हैं।
जाँचक, जाँचकर्ता, जांचकर्ता, परीक्षक, परीक्षणकर्ता

One who checks the correctness of something.

checker

ଅର୍ଥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ

ଉଦାହରଣ : ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି

ସମକକ୍ଷ : ଜହୁରୀ, ବଣିଆ

किसी वस्तु आदि के गुण-दोष की पहचान करनेवाला व्यक्ति।

हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।
जौहरी

ଅର୍ଥ : ପରୀକ୍ଷା କରିବା ବ୍ୟକ୍ତି

ଉଦାହରଣ : ପରୀକ୍ଷକ ପରୀକ୍ଷାର୍ଥୀଙ୍କୁ କିଛି ଉପଦେଶ ଦେଉଥିଲେ

परीक्षा या इम्तहान लेने वाला व्यक्ति।

परीक्षक ने परीक्षार्थियों को कुछ हिदायतें दीं।
टेस्टर, परीक्षक

Someone who administers a test to determine your qualifications.

examiner, quizzer, tester