ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଞ୍ଚକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଞ୍ଚକର୍ତ୍ତା   ବିଶେଷ୍ୟ

ଅର୍ଥ : ଯେ ଯାଞ୍ଚ କରନ୍ତି

ଉଦାହରଣ : ଯାଞ୍ଚକର୍ତ୍ତାଙ୍କ ଅନୁପସ୍ଥିତିଯୋଗୁଁ ମୋ ପ୍ରମାଣପତ୍ରଗୁଡ଼ିକର ନକଲ ଯାଞ୍ଚ ହୋଇପାରିଲା ନାହିଁ

ସମକକ୍ଷ : ପରୀକ୍ଷକ

वह जो सत्यापन करे।

सत्यापक के अभाव में मेरे प्रमाण-पत्रों की प्रतियों का सत्यापन नहीं हुआ है।
सत्यापक

Someone who vouches for another or for the correctness of a statement.

verifier, voucher

ଅର୍ଥ : ଯାଞ୍ଚ କରୁଥିବା ବ୍ୟକ୍ତି

ଉଦାହରଣ : ଯାଞ୍ଚକର୍ତ୍ତା ଉତ୍ତରପୁସ୍ତିକାକୁ ଯାଞ୍ଚ କରୁଛନ୍ତି

ସମକକ୍ଷ : ପରୀକ୍ଷକ, ଯାଂଚକର୍ତ୍ତା

जाँच करने वाला व्यक्ति।

जाँचकर्ता उत्तरपुस्तिका की जाँच कर रहे हैं।
जाँचक, जाँचकर्ता, जांचकर्ता, परीक्षक, परीक्षणकर्ता

One who checks the correctness of something.

checker