ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଖାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଖାଳି   ବିଶେଷ୍ୟ

ଅର୍ଥ : ପରଖ କରିପାରୁଥିବା ବା ଚିହ୍ନିପାରୁଥିବା ଲୋକ

ଉଦାହରଣ : ସେ ଜଣେ କୁଶଳ ପରୀକ୍ଷକ, ଯେ କୌଣସି ଜିନିଷକୁ ସେ ଚିହ୍ନି ପାରନ୍ତି

ସମକକ୍ଷ : ପରଖକାର, ପରୀକ୍ଷକ

परख या पहचान रखनेवाला।

वह एक कुशल पारखी है,किसी भी चीज की पहचान कर लेता है।
परखैया, पारख, पारखी