ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଣିଆ   ବିଶେଷ୍ୟ

ଅର୍ଥ : ସୁନାରୂପାର ଗହଣା ତିଆରି କରୁଥିବା ବ୍ୟକ୍ତି

ଉଦାହରଣ : ମା ବଣିଆପାଖରେ ପଚାଶ ହଜାର ଟଙ୍କାର ଗହଣା ଗଢ଼େଇଲେ

ସମକକ୍ଷ : ସୁନାରି, ସୁବର୍ଣ୍ଣକାର, ସ୍ୱର୍ଣ୍ଣକାର

सोने-चाँदी के गहने बनाने वाला व्यक्ति।

माँ ने सुनार से पचास हज़ार के गहने बनवाए।
ज़रगर, माषवर्द्धक, सुनार, सुवर्णकार, सोनार, सोनी, स्वर्णकार, हेमकर्ता, हेमकार, हेमल, हैरण्यक

An artisan who makes jewelry and other objects out of gold.

gold-worker, goldsmith, goldworker

ଅର୍ଥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ

ଉଦାହରଣ : ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି

ସମକକ୍ଷ : ଜହୁରୀ, ପରୀକ୍ଷକ

किसी वस्तु आदि के गुण-दोष की पहचान करनेवाला व्यक्ति।

हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।
जौहरी

ଅର୍ଥ : ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫାକରି ସେଥିରୁ ସୁନା,ରୂପା ଆଦି ବାହାର କରୁଥିବା ବ୍ୟକ୍ତି

ଉଦାହରଣ : ନ୍ୟାୟାରିୟା ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫା କରୁଛି

ସମକକ୍ଷ : ନ୍ୟାୟାରିୟା

नियार को साफ करके उसमें से सोना,चाँदी आदि निकालने वाला व्यक्ति।

न्यायारिया नियार को साफ कर रहा है।
न्यायारिया