ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜହୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜହୁରୀ   ବିଶେଷ୍ୟ

ଅର୍ଥ : ଯେ ରତ୍ନଗୁଡ଼ିକୁ ଭଲଭାବରେ ପରୀକ୍ଷା କରିପାରନ୍ତି

ଉଦାହରଣ : ଜଣେ କୁଶଳ ଜହୁରୀ ରତ୍ନକୁ ହାତରେ ନେଇ ତାହା ଅସଲି ବା ନକଲି ଜାଣିପାରିଥାଏ

ସମକକ୍ଷ : ରତ୍ନ ପରୀକ୍ଷକ

वह जिसे रत्नों की अच्छी परख हो।

एक कुशल जौहरी रत्नों को हाथ में लेकर ही उनके असली और नकली होने की पहचान कर लेता है।
जूलर, जौहरी, रत्न पारखी, रत्नपरीक्षक

Someone who makes jewelry.

jeweler, jeweller, jewelry maker

ଅର୍ଥ : ସୁନାରୁପା ବ୍ୟବସାୟ କରୁଥିବା ଲୋକ

ଉଦାହରଣ : ଶେଠ ମାଣିକଲାଲ ଏହି ସହରର ପ୍ରସିଦ୍ଧ ଜହୁରୀ

ସମକକ୍ଷ : ଜହରୀ

सोने-चाँदी का व्यवसाय करनेवाला व्यक्ति।

सेठ माणिकलाल इस शहर के प्रसिद्ध सराफ हैं।
सराफ, सराफ़, सर्राफ, सर्राफ़

ଅର୍ଥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ

ଉଦାହରଣ : ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି

ସମକକ୍ଷ : ପରୀକ୍ଷକ, ବଣିଆ

किसी वस्तु आदि के गुण-दोष की पहचान करनेवाला व्यक्ति।

हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।
जौहरी