ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଣିଆ   ବିଶେଷ୍ୟ

ଅର୍ଥ : ତରଳ ଅବସ୍ଥାରେ ରହିଥିବା ପଦାର୍ଥ

ଉଦାହରଣ : ପାଣି ଏକ ତରଳ ପଦାର୍ଥ

ସମକକ୍ଷ : ତରଳ ପଦାର୍ଥ, ଦ୍ରବ, ଦ୍ରବ ପଦାର୍ଥ

ऐसा पदार्थ जो तरल अवस्था में हो।

पानी एक तरल पदार्थ है।
अभंजन, अभञ्जन, तरल पदार्थ, द्रव, द्रव पदार्थ

A substance that is liquid at room temperature and pressure.

liquid

ପାଣିଆ   ବିଶେଷଣ

ଅର୍ଥ : ଯେଉଁଥିରେ ପାଣିର ଭାଗ ଅଧିକ

ଉଦାହରଣ : ଦୋକାନୀ ପାଣିଆ ଦୁଧ ବିକୁଛି

ସମକକ୍ଷ : ପାଣିମିଶା

जिसमें पानी की मात्रा अधिक हो।

दुकानदार पनिया दूध बेंच रहा है।
पनियल, पनिया, पनियाँ, पनिहा, पनीयल, पनीला

Filled with water.

Watery soil.
watery

ଅର୍ଥ : ଯାହା ଅଧିକ ଗାଢ ନୁହେଁ

ଉଦାହରଣ : ଦହି ପାଣିଆ ହୋଇଛି

ସମକକ୍ଷ : ତରଳ, ପତଳା

जो बहुत गाढ़ा न हो।

दही ढीली जमी है।
ढीला