ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରଳ   ବିଶେଷଣ

ଅର୍ଥ : ତରଳ ବା ଗରମ ହୋଇଥିବା

ଉଦାହରଣ : ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି

ସମକକ୍ଷ : ଆଉଟା, ଗରମ

पिघला या टघला हुआ।

माँ पिघले घी का मोयन डालकर बालूशाही बना रही हैं।
अवदीर्ण, आयुत, टघला, टिघला, पिघला

Changed from a solid to a liquid state.

Rivers filled to overflowing by melted snow.
liquid, liquified, melted

ଅର୍ଥ : ଯାହା ଅଧିକ ଗାଢ ନୁହେଁ

ଉଦାହରଣ : ଦହି ପାଣିଆ ହୋଇଛି

ସମକକ୍ଷ : ପତଳା, ପାଣିଆ

जो बहुत गाढ़ा न हो।

दही ढीली जमी है।
ढीला

ଅର୍ଥ : ପାଣି ଭଳି ପତଳା

ଉଦାହରଣ : ତରଳ ପଦାର୍ଥକୁ ଯେଉଁ ବାସନରେ ରଖାଯାଏ, ତାହା ସେହି ଆକାର ଧାରଣ କରେ

ସମକକ୍ଷ : ଦ୍ରବ

पानी की तरह पतला।

तरल पदार्थ को जिस बर्तन में रखा जाता है वह उसी का आकार ले लेता है।
तरल, द्रव

Characteristic of a fluid. Capable of flowing and easily changing shape.

fluid, runny