ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧୋଗତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧୋଗତି   ବିଶେଷ୍ୟ

ଅର୍ଥ : ଅବନତି ଆଡ଼କୁ ଅଗ୍ରସର ହେବାର କ୍ରିୟା ବା ଭାବ

ଉଦାହରଣ : ତାହାର ଅଧଃପତନର ସବୁଠାରୁ ମୁଖ୍ୟ କାରଣ ହେଉଛି ମଦ

ସମକକ୍ଷ : ଅଧଃପତନ, ଅଧୋଗମନ, ତଳକୁତଳକୁ

ଅର୍ଥ : ପତିତ ହେବା ଅବା ପଡ଼ିଯିବାର ଅବସ୍ଥା

ଉଦାହରଣ : ତାର ଅଧୋଗତିପାଇଁ ମୋତେ ଲଜ୍ଜା ଲାଗୁଛି

ସମକକ୍ଷ : ନୀଚକର୍ମ, ପତିତଅବସ୍ଥା

पतित होने या गिर जाने की अवस्था या भाव।

उसके पतितपन पर मुझे शर्म आती है।
अयाज्यत्व, पतितपन

A failure to maintain a higher state.

backsliding, lapse, lapsing, relapse, relapsing, reversion, reverting

ଅଧୋଗତି   ବିଶେଷଣ

ଅର୍ଥ : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି

ଉଦାହରଣ : ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି

ସମକକ୍ଷ : ଅବନତି, ପତନ

जो कम हो रहा हो या नीचे जा रहा हो।

उन दोनों के बीच घटते अपनेपन से मैं विचलित हुआ।
कम होता हुआ, घटता, घटता हुआ

Becoming less or smaller.

decreasing