ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିଂସକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିଂସକ   ବିଶେଷ୍ୟ

ଅର୍ଥ : ହିଂସା କରିବା ବା ମାରିପକାଉଥିବା ପ୍ରାଣୀ

ଉଦାହରଣ : ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ହିଂସକଙ୍କଠାରୁ ରକ୍ଷାପାଇବା ଉପାୟ ବି ଚିନ୍ତା କରିବା ଉଚିତ

ସମକକ୍ଷ : ହିଂସ୍ର, ହିଂସ୍ରକ

हिंसा करने या मार डालनेवाला प्राणी।

जंगल में प्रवेश करने से पूर्व हिंसकों से बचने का उपाय भी सोच लेना चाहिए।
अभिघातक, अभिघाती, ख़ूनख़्वार, ख़ूनखोर, खूँख़ार, खूँखार, खूंख़ार, खूंख़्वार, खूंखार, खूंख्वार, खूनखोर, खूनख्वार, घातक, घातकी, दशेर, हिंसक

ହିଂସକ   ବିଶେଷଣ

ଅର୍ଥ : ଯେଉଁଥିରେ ହିଂସା ଭାବ ଅଛି

ଉଦାହରଣ : ନାଜିମାନେ ୟୁହୁଦିମାନଙ୍କ ପ୍ରତି ହିଂସାତ୍ମକ ମନୋଭାବ ପୋଷଣକଲେ ବୃଦ୍ଧି ପାଉଥିବା ହିଂସକ ବୃତ୍ତି ମନୁଷ୍ୟକୁ ପଶୁଠାରୁ ମଧ୍ୟ ଅଧିକ ନିକୃଷ୍ଟ କରିଚାଲିଛି

ସମକକ୍ଷ : ନୃଶଂସ, ବର୍ବର, ହିଂସାତ୍ମକ

जिसमें हिंसा हो।

नाज़ियों ने यहूदियों के प्रति हिंसक रवैया अपनाया।
बढ़ती हुई हिंसक वृत्ति मनुष्य को पशु से भी बदतर बनाती जा रही है।
घातक, घातकी, नृशंस, बर्बर, हिंसक, हिंसात्मक