ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନ୍ୟାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନ୍ୟାୟ   ବିଶେଷ୍ୟ

ଅର୍ଥ : ଏହି କଥା ଯାହା ଉଚିତ୍‌ ବା ନିୟମର ଅନୁକୂଳ

ଉଦାହରଣ : ଭଗବାନ ଏତେ ସଚ୍ଚୋଟ ଲୋକ ସହିତ ମଧ୍ୟ ନ୍ୟାୟ କଲେନାହିଁ

वह बात जो उचित या नियम के अनुकूल हो।

भगवान ने इतने ईमानदार आदमी के साथ भी न्याय नहीं किया।
अदल, इंसाफ, इंसाफ़, इनसाफ, इनसाफ़, इन्साफ, इन्साफ़, न्याय

The quality of being just or fair.

justice, justness

ଅର୍ଥ : କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ

ଉଦାହରଣ : ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ

ସମକକ୍ଷ : ନିର୍ଣ୍ଣୟ, ଫଇସଲା

किसी व्यवहार या मुकदमे में दोषी और निर्दोष या अधिकारी और अनधिकारी आदि का विचारपूर्वक निर्धारण।

आधुनिक युग में न्याय भी बिकता है।
उसे न्यायालय के न्याय पर भी विश्वास नहीं है।
अधिमत, अभिनिर्णय, इंसाफ, इंसाफ़, इनसाफ, इनसाफ़, इन्साफ, इन्साफ़, निर्णय

ଅର୍ଥ : ଛଅଟି ଦର୍ଶନମଧ୍ୟରୁ କୌଣସି ବସ୍ତୁ ସମ୍ପର୍କିତ ଯଥାର୍ଥ ଜ୍ଞାନପାଇଁ ପ୍ରଦତ୍ତ ମତ ବା ବିଚାରର ଉଚିତ ବିବେଚନା କରାଯାଇଥିବା ଗୋଟିଏ ଦର୍ଶନ

ଉଦାହରଣ : ପଣ୍ଡିତ ରାମଶଙ୍କର ମହାଶୟ ନ୍ୟାୟର ଏକ ବଡ଼ ଜ୍ଞାନୀ

ସମକକ୍ଷ : ନ୍ୟାୟଦର୍ଶନ, ନ୍ୟାୟଶାସ୍ତ୍ର

छह दर्शनों में से एक दर्शन या शास्त्र जिसमें किसी वस्तु के यथार्थ ज्ञान के लिए मतों या विचारों का उचित विवेचन होता है।

पंडित रमाशंकरजी न्याय के बहुत बड़े ज्ञाता हैं।
आन्वीक्षिकी, तर्कविद्या, न्याय, न्याय दर्शन, न्याय शास्त्र, न्याय-दर्शन, न्याय-शास्त्र, न्यायदर्शन, न्यायशास्त्र

The branch of philosophy concerned with the law and the principles that lead courts to make the decisions they do.

jurisprudence, law, legal philosophy

ଅର୍ଥ : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର

ଉଦାହରଣ : ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ

ସମକକ୍ଷ : ନୀତି

जनता या समाज के लिए निश्चित आचार-व्यवहार।

राजा विक्रमादित्य की उचित नीतियों के कारण ही उनकी प्रजा सुखी थी।
अखलाक, अख़लाक़, नय, नीति

The principles of right and wrong that are accepted by an individual or a social group.

The Puritan ethic.
A person with old-fashioned values.
ethic, moral principle, value orientation, value-system