ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଲିସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଲିସୀ   ବିଶେଷ୍ୟ

ଅର୍ଥ : ବୀମାର ଲିଖିତ ଅନୁବନ୍ଧ ବା ବୀମାର ପ୍ରମାଣପତ୍ର

ଉଦାହରଣ : ସେ ଏଲଆଇସିର ଗୋଟିଏ ନୂଆ ପଲିସୀ କଲେ

ସମକକ୍ଷ : ବୀମା ପଲିସୀ

बीमा का लिखित अनुबंध या बीमा का प्रमाण-पत्र।

उसने एलआईसी की एक नई पालिसी ली है।
पालिसी, पॉलिसी, बीमा नीति, बीमा पालिसी, बीमा पॉलिसी

Written contract or certificate of insurance.

You should have read the small print on your policy.
insurance, insurance policy, policy

ଅର୍ଥ : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ

ଉଦାହରଣ : ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି

ସମକକ୍ଷ : ନୀତି

कोई विशेष योजना जो किसी व्यक्ति या संस्था द्वारा किसी के हित में जारी हो।

हमारी कंपनी नई-नई पालिसी जारी कर रही है।
नीति, पालिसी, पॉलिसी

A plan of action adopted by an individual or social group.

It was a policy of retribution.
A politician keeps changing his policies.
policy