ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍କୁଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍କୁଶ   ବିଶେଷ୍ୟ

ଅର୍ଥ : ସେହି ଛୋଟ ଦୁଇ ମୁହାଁ ବର୍ଚ୍ଛା ଯାହା ହାତୀ ଚଲେଇବା ଓ ବଶରେ ରଖିବାରେ ସାହାଯ୍ୟ କରେ

ଉଦାହରଣ : ମେଳାରେ ମାହୁନ୍ତ ଅଙ୍କୁଶରେ ବାରମ୍ବାର ହାତୀର ମୁଣ୍ଡକୁ ପ୍ରହାର କରୁଥିଲା

ସମକକ୍ଷ : ଆଙ୍କୁଶୀ

वह छोटा दुमुँहाँ भाला जिससे हाथी चलाया और वश में रखा जाता है।

मेले में महावत अंकुश से बार-बार हाथी के सिर पर प्रहार कर रहा था।
अंकुश, गजबाँक, गजबाग, वैणुक, हुरुट्टक

An elephant goad with a sharp spike and a hook.

ankus

ଅର୍ଥ : ଚକର ପରିଧିକୁ ତାର କେନ୍ଦ୍ର ବା ନାଭି ସହିତ ଯୋଡୁଥିବା କାଠ, ଲୁହା ଆଦିରେ ତିଆରି ବଙ୍କା ବସ୍ତୁ

ଉଦାହରଣ : ବଢେଇ ଅଙ୍କୁଶ ଲଗାଉଛି

पहिए की परिधि को उसके केन्द्र या नाभि से जोड़ने वाली लकड़ी, लोहे आदि की बनी आड़ी वस्तु।

बढ़ई आर लगा रहा है।
आर, आरा

ଅର୍ଥ : ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ

ଉଦାହରଣ : ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ

ସମକକ୍ଷ : ନିୟନ୍ତ୍ରଣ

वह कार्य जो किसी को रोकने या दबाव में रखने के लिए हो।

बच्चों पर कुछ हद तक अंकुश आवश्यक है।
अंकुश, अवरोध, कंट्रोल, कन्ट्रोल, दबाव, दबिश, दम, नियंत्रण, नियन्त्रण, रोक, लगाम

The act of keeping something within specified bounds (by force if necessary).

The restriction of the infection to a focal area.
confinement, restriction