ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ଷା   ବିଶେଷ୍ୟ

ଅର୍ଥ : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର

ଉଦାହରଣ : ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ

ସମକକ୍ଷ : ସଂରକ୍ଷଣ, ସୁରକ୍ଷା ବ୍ୟବସ୍ଥା

चलाए हुए अस्त्र-शस्त्र को निष्फल करने वाला अस्त्र।

विश्व के हर देश के पास आग्नेयास्त्रों का आवरण होना आवश्यक है।
आवरण

ଅର୍ଥ : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା

ଉଦାହରଣ : ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା

ସମକକ୍ଷ : ପ୍ରତିରକ୍ଷା, ସୁରକ୍ଷା

विपत्ति, आक्रमण, हानि, नाश आदि से बचाने की क्रिया।

दुर्दिन में उसने अपनी रक्षा के लिए भगवान को पुकारा।
अमान, अवन, आवार, एहतियात, परिपालन, प्रतिरक्षा, बचाव, रक्षण, रक्षा, रक्षिका, रक्षिता, हिफ़ाज़त, हिफाजत

Protection from harm.

Sanitation is the best defense against disease.
defence, defense

ଅର୍ଥ : ସୁରକ୍ଷିତ ହେବା ବା ରହିବା ଅବସ୍ଥା

ଉଦାହରଣ : ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ

ସମକକ୍ଷ : ଉଦ୍ଧାର, ସୁରକ୍ଷା

सुरक्षित होने या रहने की अवस्था।

आज समाज की सुरक्षितता खतरे में है।
नेता ने अपनी तथा अपने परिवार की सुरक्षितता की दृष्टि से आतंकियों से हाथ मिला लिया।
महफूजता, सुरक्षितता

The state of being certain that adverse effects will not be caused by some agent under defined conditions.

Insure the safety of the children.
The reciprocal of safety is risk.
safety

ଅର୍ଥ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା

ଉଦାହରଣ : ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ

ସମକକ୍ଷ : ଅବ୍ୟାହତି, ନିସ୍ତାର

किसी कार्य आदि से बचने की क्रिया।

उसने मुझे कर अपवंचन के कई उपाय सुझाए।
अपवंचन, परिहार

Deliberately avoiding. Keeping away from or preventing from happening.

avoidance, dodging, shunning, turning away

ଅର୍ଥ : ଭଲଭାବରେ କରାଯାଉଥିବା ରକ୍ଷା

ଉଦାହରଣ : ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ

ସମକକ୍ଷ : ନିରାପତ୍ତା, ସଂରକ୍ଷଣ, ସୁରକ୍ଷା

अच्छी तरह की जाने वाली रक्षा।

यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।
क्षेम, प्रोटेक्शन, संरक्षण, सरपरस्ती, सिक्युरटी, सिक्युरिटी, सुरक्षा, सेक्यूरिटी, सेफ्टी, हिफ़ाज़त, हिफाजत

The activity of protecting someone or something.

The witnesses demanded police protection.
protection

ଅର୍ଥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ

ଉଦାହରଣ : ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା

ସମକକ୍ଷ : ଉଦ୍ଧାର, ତାରଣ, ନିସ୍ତାର, ମୁକ୍ତି

कष्ट या विपत्ति आदि से बचाने या छुड़ाने की क्रिया।

इस शाप से उद्धार का कोई तो उपाय होगा ही।
उद्धार, उबार, तारण, निस्तार

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving

ଅର୍ଥ : ଆର୍ଥିକ କ୍ଷତିରୁ ରକ୍ଷାପାଇବା ବା ନିଜ ବ୍ୟାପାର ଆଦିର ରକ୍ଷା କରିବା

ଉଦାହରଣ : ବିପତ୍ତି ସମୟରେ ବୀମା ସୁରକ୍ଷା ଦିଏ

ସମକକ୍ଷ : ସୁରକ୍ଷା

आर्थिक नुकसान से बचाव या अपने व्यापार आदि की रक्षा।

बीमा विपत्ति के समय संरक्षण देता है।
संरक्षण