ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାରାବାହିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାରାବାହିକ   ବିଶେଷ୍ୟ

ଅର୍ଥ : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ

ଉଦାହରଣ : ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି

ସମକକ୍ଷ : ସିରିୟଲ

टीवी,रेडियो आदि पर चलता रहने वाला वह घटना-क्रम प्रधान नाटक आदि जो कुछ विशेष चरित्रों की रोजमर्रा की जिंदगी को दर्शाता है।

मुझे टीवी पर आ रहे सभी धारावाहिकों की कहानियाँ मिलती-जुलती लगती हैं।
धारावाहिक, सीरियल

A serialized set of programs.

A comedy series.
The Masterworks concert series.
serial, series

ଧାରାବାହିକ   ବିଶେଷଣ

ଅର୍ଥ : ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ

ଉଦାହରଣ : ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି

एक सूत्र में धारा के रूप में बिना रुके आगे बढ़ने या चलनेवाला।

उनका धारावाहिक लेख हर शनिवार को समाचार पत्र में आता है।
धारावाहिक, धारावाही

In regular succession without gaps.

Serial concerts.
consecutive, sequent, sequential, serial, successive

ଅର୍ଥ : କ୍ରମରେ ଆସିଥିବା

ଉଦାହରଣ : କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା

ସମକକ୍ଷ : କ୍ରମାଗତ, ନିରନ୍ତର, ନିରବଚ୍ଛିନ

ठीक क्रम या बारी से आया हुआ।

दर्शकों ने क्रमागत खिलाड़ियों का तालियों से स्वागत किया।
क्रमप्राप्त, क्रमागत

In regular succession without gaps.

Serial concerts.
consecutive, sequent, sequential, serial, successive