ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭବନ   ବିଶେଷ୍ୟ

ଅର୍ଥ : ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ

ଉଦାହରଣ : ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା

ସମକକ୍ଷ : କୋଠା, ବିଲ୍ଡ଼ିଙ୍ଗ୍‌

ईंट, पत्थर, लकड़ी आदि की लगभग स्थायी रूप से बनी कोई ऐसी बनावट जिसमें छत और दीवारें होती हैं और जो वास्तु के अंतर्गत आती है।

इस भवन के निर्माण में तीन साल लगे हैं।
इमारत, बिल्डिंग, भवन, वास्तु

A structure that has a roof and walls and stands more or less permanently in one place.

There was a three-story building on the corner.
It was an imposing edifice.
building, edifice

ଅର୍ଥ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(ଶାସକ ଆଦି) ରହିବା ନିମନ୍ତେ ସରକାରୀ ବା ଆଧିକାରିକ ଭବନ

ଉଦାହରଣ : ରାଜ୍ୟପାଳ ନିବାସ ଏହି ମାର୍ଗରେ ରହିଛି

ସମକକ୍ଷ : ଗୃହ, ନିବାସ

किसी महत्त्वपूर्ण व्यक्ति (शासक आदि) के रहने का सरकारी या आधिकारिक भवन।

राज्यपाल निवास इसी मार्ग पर है।
निवास

The official house or establishment of an important person (as a sovereign or president).

He refused to live in the governor's residence.
residence