ଅର୍ଥ : କାହା ଉପରେ ଦିଆଯାଉଥିବା ଧ୍ୟାନ
ଉଦାହରଣ :
ଆମେରିକାର ଦୃଷ୍ଟି ବିଶ୍ବର ପ୍ରତ୍ୟେକ ଦେଶ ଉପରେ ରହିଛି
ସମକକ୍ଷ : ଦୃଷ୍ଟି
ଅର୍ଥ : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
ଉଦାହରଣ :
ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
ସମକକ୍ଷ : କୁଦୃଷ୍ଟି, କୁନଜର, ଖରାପ ଦୃଷ୍ଟି
ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ସମକକ୍ଷ : ଦୃଷ୍ଟି, ଦୃଷ୍ଟି କୋଣ, ବିଚାର