ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲକ୍ଷ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲକ୍ଷ୍ୟ   ବିଶେଷ୍ୟ

ଅର୍ଥ : ଯାହା ଅନୁମାନ କରାଯାଏ

ଉଦାହରଣ : ଆମର ଲକ୍ଷ୍ୟ ଠିକ ହେଲାନାହିଁ ଆମର ଅନୁମାନ ଭୁଲ ଥିଲା

ସମକକ୍ଷ : ଅନୁମାନ

वह जिसका अनुमान किया जाय।

हमारा लक्ष्य सही नहीं निकला।
हमारा अनुमेय ग़लत था।
अनुमेय, लक्ष्य

ଅର୍ଥ : କୌଣସି ବସ୍ତୁକୁ ଲକ୍ଷ୍ୟ କରି ତା ଉପରେ ଆଘାତ କରିବାର ପ୍ରକ୍ରିୟା

ଉଦାହରଣ : ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହେଲା

किसी वस्तु, आदि को लक्ष्य बनाकर उस पर वार करने की क्रिया।

शिकारी का निशाना चूक गया।
निशाना

The action of directing something at an object.

He took aim and fired.
aim

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ

ଉଦାହରଣ : ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି

वह जिसे लक्ष्य मानकर कोई बात कही जाए।

उसने मुझे क्यों निशाना बनाया !।
निशाना, लक्ष्य

A person who is the aim of an attack (especially a victim of ridicule or exploitation) by some hostile person or influence.

He fell prey to muggers.
Everyone was fair game.
The target of a manhunt.
fair game, prey, quarry, target

ଅର୍ଥ : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି

ଉଦାହରଣ : ଆପଣଙ୍କ ଲକ୍ଷ୍ୟ କେଉଁଠି?

वह जिस पर आक्षेप किया जाय।

आपका लक्ष्य किधर है?
लक्ष्य

ଅର୍ଥ : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା

ଉଦାହରଣ : ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି

वह जिस पर किसी उद्देश्य से दृष्टि रखी जाय या उद्दिष्ट पदार्थ या बात।

गेहूँ के उत्पादन का लक्ष्य इस वर्ष दस लाख टन रखा गया है।
गंतव्य, गन्तव्य, लक्ष्य

The goal intended to be attained (and which is believed to be attainable).

The sole object of her trip was to see her children.
aim, object, objective, target

ଅର୍ଥ : ଭାବନା ଆଦିରେ ଆସିବା ଅବା ନଜର ଉପରକୁ ଆସିବାର କ୍ରିୟା ବା ଭାବ

ଉଦାହରଣ : ଆତଙ୍କବାଦୀମାନଙ୍କ ନଜରରେ କିଛି ପ୍ରମୁଖ ଦେଶ ରହିଛି

ସମକକ୍ଷ : ଦୃଷ୍ଟି, ନଜର

ध्यान आदि में आने या नजर पर चढ़ने की क्रिया, अवस्था या भाव।

कई सारे देश आतंकवादियों के राडार पर हैं।
रडार, राडार, रेडार