ଅର୍ଥ : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
ଉଦାହରଣ :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ସମକକ୍ଷ : ଦୃଷ୍ଟିକ୍ଷମତା
ଅର୍ଥ : କାହା ଉପରେ ଦିଆଯାଉଥିବା ଧ୍ୟାନ
ଉଦାହରଣ :
ଆମେରିକାର ଦୃଷ୍ଟି ବିଶ୍ବର ପ୍ରତ୍ୟେକ ଦେଶ ଉପରେ ରହିଛି
ସମକକ୍ଷ : ନଜର
ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ସମକକ୍ଷ : ଦୃଷ୍ଟି କୋଣ, ନଜର, ବିଚାର
ଅର୍ଥ : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
ଉଦାହରଣ :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ସମକକ୍ଷ : ଆଖିଆଗ, ନେତ୍ରଦୃଷ୍ଟି
ଅର୍ଥ : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
ଉଦାହରଣ :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
ସମକକ୍ଷ : ଦୃଷ୍ଟିବୋଧ