ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଷ୍ଟିପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଷ୍ଟିପାତ   ବିଶେଷ୍ୟ

ଅର୍ଥ : ଦେଖିବା କ୍ରିୟା ବା ଢଙ୍ଗ

ଉଦାହରଣ : ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ

ସମକକ୍ଷ : ଦୃଷ୍ଟି, ନଜର

देखने की क्रिया या ढंग।

उनकी दृष्टि देखकर ही हम समझ गए कि वे बहुत गुस्से में हैं।
उसकी चंचल चितवन मोहक थी।
ईक्षा, चितवन, तेवर, त्योरी, त्यौरी, दृष्टि, नजर, नज़र, निगाह, प्रतिकाश, विजन

The act of directing the eyes toward something and perceiving it visually.

He went out to have a look.
His look was fixed on her eyes.
He gave it a good looking at.
His camera does his looking for him.
look, looking, looking at

ଅର୍ଥ : ଭଲଭାବରେ ପରୀକ୍ଷା ନିରୀକ୍ଷା କରିବା

ଉଦାହରଣ : ପ୍ରୟୋଗ କରିବା ସମୟରେ ଭଲ ଭାବରେ ଅବଲୋକନ କରି ନିଷ୍କର୍ଷରେ ଉପନୀତ ହେବା ଉଚିତ୍‌

ସମକକ୍ଷ : ଅବକ୍ଷଣ, ଅବଲୋକନ

अच्छी तरह जाँच पड़ताल करने के लिए देखने की क्रिया।

प्रयोग करते समय अच्छी तरह अवलोकन करके ही निष्कर्ष पर पहुँचना चाहिए।
अवलोकन, अविलोकन, अवेक्षण, अवेक्षा, दृष्टिपात

A detailed critical inspection.

study, survey