ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକଲି   ବିଶେଷଣ

ଅର୍ଥ : ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ

ଉଦାହରଣ : ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ

ସମକକ୍ଷ : କୃତିମ, ଦେଖାସୁନ୍ଦର, ବାହ୍ୟ

जो केवल रूप-रंग, आकार-प्रकार आदि के विचार से दिखाने के लिए हो।

दिखावटी सौंदर्य का असर क्षणिक होता है।
अप्रकृत, अयाथार्थिक, अस्वाभाविक, आहार्य्य, कृत्रिम, छद्म, दिखाऊ, दिखावटी, नकली, नक़ली, बनावटी, बनौवा

ଅର୍ଥ : ଯେଉଁଥିରେ ଦୋଷ ଅଛି

ଉଦାହରଣ : ଦୋକାନୀ ମୋତେ ଅଚଳ ପଇସା ଫେରାଇଲା

ସମକକ୍ଷ : ଅଚଳ, ଜାଲ, ଜାଲି

जिसमें खोट हो।

दुकानदार ने मुझे खोटे पैसे वापस किए।
अखरा, कृत्रिम, खोटा, जाली, नकली, नक़ली, फरजी, फर्जी, फ़रज़ी, फ़र्ज़ी, वाम