ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହ୍ୟ   ବିଶେଷଣ

ଅର୍ଥ : ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ

ଉଦାହରଣ : ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ

ସମକକ୍ଷ : କୃତିମ, ଦେଖାସୁନ୍ଦର, ନକଲି

जो केवल रूप-रंग, आकार-प्रकार आदि के विचार से दिखाने के लिए हो।

दिखावटी सौंदर्य का असर क्षणिक होता है।
अप्रकृत, अयाथार्थिक, अस्वाभाविक, आहार्य्य, कृत्रिम, छद्म, दिखाऊ, दिखावटी, नकली, नक़ली, बनावटी, बनौवा

ଅର୍ଥ : ବାହାରର ବା ବାହାର ସହ ସମ୍ବନ୍ଧିତ

ଉଦାହରଣ : ଆପଣଙ୍କ ରୋଗୀକୁ ବାହାର କୋଠରୀରେ ରଖାଯାଇଛି

ସମକକ୍ଷ : ବାହାର

बाहर का या बाहर से संबंधित।

आपका रोगी बाह्य कक्ष में भर्ती है।
बहिरंग, बाहरी, बाह्य

Happening or arising or located outside or beyond some limits or especially surface.

The external auditory canal.
External pressures.
external