ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଖାସୁନ୍ଦର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଖାସୁନ୍ଦର   ବିଶେଷଣ

ଅର୍ଥ : ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ

ଉଦାହରଣ : ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ

ସମକକ୍ଷ : କୃତିମ, ନକଲି, ବାହ୍ୟ

जो केवल रूप-रंग, आकार-प्रकार आदि के विचार से दिखाने के लिए हो।

दिखावटी सौंदर्य का असर क्षणिक होता है।
अप्रकृत, अयाथार्थिक, अस्वाभाविक, आहार्य्य, कृत्रिम, छद्म, दिखाऊ, दिखावटी, नकली, नक़ली, बनावटी, बनौवा

ଅର୍ଥ : ଉପରକୁ ଦେଖାଯାଉଥିବା

ଉଦାହରଣ : ରାମୁ ଏବଂ ମୋହନଙ୍କ ସଂପର୍କ ଦେଖାସୁନ୍ଦର କିଛିଲୋକ କୁମ୍ଭୀର କାନ୍ଦଣା କାନ୍ଦନ୍ତି

ସମକକ୍ଷ : କୁମ୍ଭୀର କାନ୍ଦଣା

मन से नहीं पर सिर्फ़ दिखाने के लिए या दिखाने भर का।

रामू और मोहन के बीच दिखावटी संबंध है।
कुछ लोग घड़ियाली विलाप करते हैं।
आहार्य्य, ऊपरी, घड़ियाली, दिखावटी, दिखौआ, बनावटी, बनौवा

Lacking substance or vitality as if produced by painting.

In public he wore a painted smile.
painted