ଅର୍ଥ : ଗାଧୁଆ ଘର ଓ ରୋଷେଇ ଘରଆଦିର ଜଳ ନିଷ୍କାସନ ନଳଗୁଡ଼ିକ ଭିତରକୁ ଅଳିଆ ନଯାଇ ରହିବାଲାଗିଏହାର ମୁହଁପାଖରେ ଲଗାଯାଇଥିବା ଧାତବ ବା ପ୍ଲାଷ୍ଟିକ୍ ଜାଲି
ଉଦାହରଣ :
ରୋଷେଇ ଘରର ଜାଲି ଭାଙ୍ଗିଯାଇଛି
ଅର୍ଥ : ଯେଉଁ ବସ୍ତୁରେ ବହୁତ ଛୋଟ-ଛୋଟ କଣା ତିଆରି ହୋଇଥାଏ
ଉଦାହରଣ :
ଷ୍ଟୋଭର ଜାଲି ଭାଙ୍ଗି ଯାଇଛି