ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାତୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାତୁ   ବିଶେଷ୍ୟ

ଅର୍ଥ : ବୈଦ୍ୟମାନଙ୍କ ଅନୁସାରେ ଶରୀର ନିର୍ମାଣରେ ସହାୟତା କରୁଥିବା ସାତଟି ଅନ୍ତଃତତ୍ତ୍ୱ ବା ପଦାର୍ଥ

ଉଦାହରଣ : ଆମ ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଓ ଶୁକ୍ର - ଏଭଳି ସାତଟି ଧାତୁ ରହିଛି

शरीर को बनाए रखने वाले भीतरी तत्व या पदार्थ जो वैद्यक के अनुसार सात हैं।

हमारे शरीर में रस, रक्त, माँस, मेद, अस्थि, मज्जा और शुक्र - ये सात धातुएँ हैं।
धातु

ଅର୍ଥ : କ୍ରିୟାର ମୂଳ ରୂପ

ଉଦାହରଣ : ସଂସ୍କୃତରେ ଭୂ, କୃ ଇତ୍ୟାଦି ଧାତୁ

क्रिया का मूल रूप।

संस्कृत में भू, कृ, आदि धातुएँ हैं।
धातु

(linguistics) the form of a word after all affixes are removed.

Thematic vowels are part of the stem.
base, radical, root, root word, stem, theme

ଅର୍ଥ : ସେହି ଅସ୍ୱଚ୍ଛ ଚମକୁଥିବା ଖଣିଜ ପଦାର୍ଥ ଯେଉଁଥିରୁ ବାସନକୁସନ, ତାର, ଗହଣା, ଶସ୍ତ୍ରଆଦି ତିଆରିହୁଏ

ଉଦାହରଣ : ସୁନା ଏକ ମୂଲ୍ୟବାନ ଧାତୁ

वह अपारदर्शक चमकीला खनिज द्रव्य जिससे बर्तन, तार, गहने, शस्त्र आदि बनते हैं।

सोना एक कीमती धातु है।
धातु, मेटल

Any of several chemical elements that are usually shiny solids that conduct heat or electricity and can be formed into sheets etc..

metal, metallic element

ଅର୍ଥ : ଶରୀରର ସେହି ଧାତୁ ଯାହାଦ୍ୱାରା ତାହାର ବଳ, ତେଜ ଓ କାନ୍ତି ଆସେ ଏବଂ ସନ୍ତାନ ଉତ୍ପନ୍ନ ହୁଏ

ଉଦାହରଣ : ସେ ବୀର୍ଯ୍ୟ ସମ୍ବନ୍ଧୀ ରୋଗରେ ପୀଡ଼ିତ

ସମକକ୍ଷ : ବୀର୍ଯ୍ୟ, ରେତ, ଶୁକ୍ରାଣୁ

शरीर की वह धातु जिससे उसमें बल, तेज और कान्ति आती है और सन्तान उत्पन्न होती है।

वह वीर्य संबंधी रोग से पीड़ित है।
इंद्रिय, इन्द्रिय, धातु, धातुप्रधान, धातुराजक, नुत्फा, पुंसत्व, पुंस्त्व, बीज, मज्जारस, रेत, रेतन, रेतस्, रेत्र, वीर्य, वृष्ण्य, शुक्र, शुचीरता, शुचीर्य, शुटीर्य, हिरण्य, हीर

The thick white fluid containing spermatozoa that is ejaculated by the male genital tract.

come, cum, ejaculate, seed, semen, seminal fluid